Short

ଅଣ୍ଟା ବିନ୍ଧାରୁ ମୁକ୍ତି ଦେବ ଏହି ଏକ୍ସରସାଇଜ୍‌ | Physiotherapy for Back Pain | Dr Sibani Sankar Tripathy

Dr Sibani Sankar Tripathy8 September 20210:5527K viewsOdia

About this short

ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ, ବର୍ତ୍ତମାନ ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଅଣ୍ଟା ବିନ୍ଧା ସମସ୍ୟା। ଆଧୁନିକ ଜୀବନଶୈଳୀ ଏବଂ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହିବା ଯୋଗୁଁ ଏହି ସମସ୍ୟା ବଢ଼ିବାରେ ଲାଗିଛି। ଅଣ୍ଟା ବିନ୍ଧାରୁ ମୁକ୍ତି ପାଇବା ପାଇଁ କେତେକ ଏକ୍ସରସାଇଜ୍‌ ରହିଛି, ଯାହାକୁ ନିୟମିତ କରିବା ଦ୍ୱାରା ଅଣ୍ଟା ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଆସନ୍ତୁ ଜାଣିବା ଫିଜିଓଥେରାପିଷ୍ଟ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀଙ୍କ ପରାମର୍ଶ ଜାଣନ୍ତୁ। Most of the time, neck pain can be caused by looking down at a mobile phone or sitting in the wrong posture for a long period of time. What do you need to exercise to get relief from back pain? Let’s find out from Dr Sibani Sankar Tripathy, a Physiotherapist.