Short

ଖାଦ୍ୟରେ କେତେ ତେଲ ଖାଇବେ? | How Much Oil is Good for Health? | Dr Sambit Das #Shorts

Dr Sambit Das24 October 20220:51185K viewsOdia

About this short

ସୁସ୍ଥ ଶରୀର ପାଇଁ ଖାଦ୍ୟପେୟର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସେହିପରି ଖାଦ୍ୟରେ କେଉଁ ତେଲ ଓ କେତେ ପରିମାଣର ତେଲ ବ୍ୟବହାର କରୁଛନ୍ତି, ତାହା ମଧ୍ୟ ଜରୁରୀ। ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସମ୍ବିତ ଦାଶ କ’ଣ କହୁଛନ୍ତି, ଜାଣିବା। The role of diet is very important for a healthy body. Similarly, which type of oil and how much oil you are using in the food is also important. How much oil should be in a meal? Let's know more from Dr Sambit Das, a Diabetologist.