Short

ଗ୍ୟାସ୍‌ ସମସ୍ୟା ଦୂର କରିବା ପାଇଁ ଟିପ୍ସ | How to Get Relief from Gas? in Odia | Sushree Tapaswini Das

Sushree Tapaswini Das20 February 20230:474.8K viewsOdia

About this short

ଆଜିକାଲି ଗ୍ୟାସ୍‌ ଏକ ସାଧାରଣ ସମସ୍ୟା। ବର୍ତ୍ତମାନର ଖାଦ୍ୟଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଗ୍ୟାସ୍‌ ସମସ୍ୟା ଦେଖିବାକୁ ମିଳୁଛି। ତେବେ ଗ୍ୟାସ୍‌ ସମସ୍ୟା ଥିବା ବ୍ୟକ୍ତି କ’ଣ ଖାଇବେ, କ’ଣ ନାହିଁ? ଏନେଇ ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Gas is a common problem nowadays. Gas problems have been reported due to the current diet and irregularities in food intake. So what does a person with a gas problem have to eat or not? Let's find out more from Sushree Tapaswini Das, a Dietician.