Short
ସୁସ୍ଥ ହାର୍ଟ ପାଇଁ ଜୀବନଶୈଳୀ | Healthy Lifestyle for Healthy Heart in Odia | Dr SK Narayan Dash
About this short
ଆଧୁନିକ ଜୀବନଶୈଳୀ, ଖାଦ୍ୟପେୟ ତଥା ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଆଜିକାଲି କମ୍ ବୟସରେ ହୃଦ୍ଘାତ ଦେଖାଦେଉଛି। ତେଣୁ ଏହାର ନିରାକରଣ କରିବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ସୁଏନ୍ଦୁ କେଶରୀ ନାରାୟଣ ଦାଶଙ୍କଠାରୁ ହାର୍ଟର ଯତ୍ନ ବା ହାର୍ଟକୁ ସୁସ୍ଥ ରଖିବେ କେମିତି ଜାଣିବା। Due to modern lifestyle, unhealthy diet, and lack of physical activity, heart attacks are occurring at a younger age these days. Let's know how to keep your heart healthy from Dr SK Narayan Dash, a Cardiologist.