Short

ସୁସ୍ଥ ତ୍ୱଚା ଓ କେଶ ପାଇଁ କ’ଣ ଖାଇବେ? | Dietician Anmayee Nanda | #Shorts

Swasthya Plus Network4 September 20220:575.9K viewsOdia

About this short

ସୁସ୍ଥ, ସୁନ୍ଦର, ଘନ, କଳା ଓ ଲମ୍ବା କେଶ କାହାକୁ ବା ନ ପସନ୍ଦ। ଏଥିପାଇଁ ଉଭୟ ମହିଳା ଓ ପୁରୁଷ ଘଣ୍ଟା ଘଣ୍ଟା ଧରି ପାର୍ଲରରେ ସମୟ ବିତାଇଥାଆନ୍ତି। ହେଲେ ସୁସ୍ଥ ତ୍ୱଚା ଓ କେଶ ପାଇଁ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ତେବେ ଖାଦ୍ୟରେ କେଉଁ ଭଳି ଖାଦ୍ୟ ଖାଇବେ? ସିନିୟର ଡାଏଟିସିଆନ୍‌ ଅନ୍ମୟୀ ନନ୍ଦ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Everyone wants healthy, beautiful, thick, black, and long hair. For this reason, both men and women spend hours in the parlor. However, the role of food is very crucial for healthy skin and hair. So what kind of food to eat? Let's find out more from Dietician Anmayee Nanda.