Short

ପିସିଓଏସ୍‌ ଥିଲେ କେଉଁ କେଉଁ ଖାଦ୍ୟ ଖାଇବେ ନାହିଁ? | Food to Avoid in PCOS, Odia | Smita Shadangi | #Shorts

Swasthya Plus Network16 January 20230:412.4K viewsOdia

About this short

ବର୍ତ୍ତମାନ ସମୟରେ ପିସିଓଏସ୍‌ ସବୁଠୁ ସାଧାରଣ ସମସ୍ୟା। ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ, ମୋଟାପଣ ଓ ଅନ୍ୟ କାରଣ ଯୋଗୁଁ ପିସିଓଏସ୍‌ ହୋଇପାରେ। ତେବେ ପିସିଓଏସ୍‌ ଥିଲେ କେଉଁ କେଉଁ ଖାଦ୍ୟ ଖାଇବେ ନାହିଁ? ଆସନ୍ତୁ ଡାଏଟିସିଆନ୍‌ ସ୍ମିତା ଷଡଙ୍ଗୀ କ’ଣ କହୁଛନ୍ତି, ଜାଣିବା। Polycystic Ovarian Syndrome (PCOS) is a condition in women in which cysts may start to form and accumulate in their ovaries. What are the foods that you avoid if you have PCOS? Let's know more from Smita Shadangi, a Dietician.