Short

ଋତୁସ୍ରାବ ସମୟରେ ପେଟ ବ୍ୟଥା ହୁଏ କାହିଁକି? | Dr Chinmayee Kar | #Shorts

Dr Chinmayee Kar4 September 20220:52143K viewsOdia

About this short

ଯେତେବେଳେ ଛୋଟ ଝିଅଟିଏ କିଶୋର ଅବସ୍ଥାକୁ ପହଞ୍ଚେ ତାହାକୁ ପ୍ୟୁବର୍ଟି ବୋଲି କୁହାଯାଏ। କିଶୋର ଅବସ୍ଥାରେ ପହଞ୍ଚିଲେ ଝିଅଠାରେ ଋତୁସ୍ରାବ ବା ମାସିକ ଧର୍ମ ଆରମ୍ଭ ହୋଇଥାଏ। ଏହା ସହିତ ଝିଅଟିର ଶରୀରରେ ପରିବର୍ତ୍ତନ ଦେଖାଦେଇଥାଏ। ଋତୁସ୍ରାବ ସମୟରେ ପେଟ ବ୍ୟଥା ହୁଏ କାହିଁକି? ଏନେଇ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ'ଣ କହୁଛନ୍ତି, ଆସନ୍ତୁ ଜାଣିବା When a young girl reaches puberty, she is called mature. During adolescence, menstruation or menstrual cycles begin in the girl's body. In addition, the girl's body changes. Why does stomachache occur during menstruation? Let's find out what Dr Chinmayee Kar, a Gynecologist & Obstetrician, has to say.