Short

ବ୍ରେନ୍‌ ମ୍ୟାଲେରିଆକୁ ରୋକିବେ କିପରି? | Dr Meghanad Meher | #Shorts

Dr Meghanad Meher4 September 20220:451.7K viewsOdia

About this short

ସାଧାରଣ ମ୍ୟାଲେରିଆ ଜ୍ୱରଠାରୁ ମସ୍ତିଷ୍କ ଜ୍ୱର ବା ବ୍ରେନ୍‌ ମ୍ୟାଲେରିଆରେ ରୋଗୀକୁ ଜ୍ୱର, ମୁଣ୍ଡ ବିନ୍ଧା, ଝାଡ଼ା ତଥା ବାନ୍ତି ଭଳି ସମସ୍ୟା ହୋଇଥାଏ। ବେଳେ ବେଳେ ବ୍ରେନ୍‌ ମ୍ୟାଲେରିଆରେ ଜୀବନ ଯିବାର ମଧ୍ୟ ଆଶଙ୍କା ଥାଏ। ତେବେ ବ୍ରେନ୍‌ ମ୍ୟାଲେରିଆ ବା ମସ୍ତିଷ୍କ ଜ୍ୱରକୁ ରୋକିବେ କେମିତି ସେ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ମେଘନାଦ ମେହେର, ଆସନ୍ତୁ ଜାଣିବା। Malaria, or cerebral malaria, is more common in people with malaria, headaches, diarrhea, and vomiting. Occasionally there is a risk of developing brain malaria. Let's hear more from Dr Meghanad Meher, a Medicine Specialist.