Short
ହଠାତ୍ ରକ୍ତ ଶର୍କରା କମିଗଲେ କ’ଣ କରିବେ? | Low Blood Sugar (Hypoglycaemia) | Dr Mahesh Rath | #Shorts
About this short
ଡାଏବେଟିସ୍ ରୋଗୀଙ୍କର ରକ୍ତ ଶର୍କରା କମିଗଲେ କେମିତି କରିବେ ପ୍ରାଥମିକ ଚିକିତ୍ସା? ଆସନ୍ତୁ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ମହେଶ ରଥ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। What to do if a diabetic patient's blood sugar drops? Let's know more from Dr Mahesh Rath, a Diabetologist.