Short
ଋତୁସ୍ରାବ ସମୟରେ କେମିତି ରହିବେ ସଫା ସୁତୁରା | Dr Chinmayee Kar | #Shorts
About this short
ଋତୁସ୍ରାବ ସମୟରେ ସଂକ୍ରମଣ ହେବାର ବହୁତ ସମ୍ଭାବନା ଥାଏ | କିଛିଟା ସାମାନ୍ୟ ପଦକ୍ଷେପ ନେଲେ ଆପଣ ନିଜକୁ ସୁରକ୍ଷିତ ରଖି ପାରିବେ। ଆସନ୍ତୁ ଜାଣିବା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ଏ ସମ୍ପର୍କରେ କଣ କହୁଛନ୍ତି There is a high risk of infection during menstruation. You can protect yourself by taking a few simple steps. Let's find out what Dr Chinmayee Kar, a gynaecologist and obstetrician, has to say about this.