Short
ସୁସ୍ଥ ତ୍ୱଚା ପାଇଁ କ’ଣ କରିବେ? | How to Get Healthy Skin? in Odia | Dr Monali Pattnaik | #Shorts
About this short
ସୁସ୍ଥ, ଚମକଦାର ଓ ଗ୍ଲୋଇଙ୍ଗ୍ ତ୍ୱଚା ପାଇଁ ଲୋକେ ବିଭିନ୍ନ ପ୍ରଡକ୍ଟ ଏବଂ ଉପାୟ ଆପଣେଇଥାଆନ୍ତି। ବାରମ୍ବାର ପାର୍ଲର ଯାଇ ନିଜ ତ୍ୱଚା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିଥାଆନ୍ତି। ତେବେ ସୁସ୍ଥ ତ୍ୱଚା ପାଇଁ କ’ଣ କରିବେ? ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। People adopt various products and ways to have healthy, glowing skin. They often go to the parlor and spend a lot of money on their skin. How to get Glowing & healthy Skin? Let's know more from Dr Monali Pattnaik, a Dermatologist.