Short
ଗର୍ଭାବସ୍ଥାରେ କେମିତି ନେବେ ଯତ୍ନ? | Pregnancy Care in Odia | Dr Chinmayee Kar | #Shorts
About this short
ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁର ଜନ୍ମ ଲାଗି ଜଣେ ମାଆକୁ ଗର୍ଭଧାରଣ ସମୟରେ ନିଜର ସଠିକ୍ ଯତ୍ନ ନେବା ନିହାତି ଦରକାର। ଗର୍ଭବତୀ ମହିଳା କେମିତି ନେବେ ଯତ୍ନ? ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କଣ କହୁଛନ୍ତି ଆସନ୍ତୁ ଜାଣିବା, For a safe mother and a healthy baby, a mother needs to take proper care of herself during pregnancy. How can a pregnant woman take care of her? When should a doctor be consulted? Let’s find out more from Gynecologist & Obstetrician Dr Chinmayee Kar.