Short

ଯୋନି ସଂକ୍ରମଣକୁ କେମିତି ରୋକିବେ? | Dr Shilpa Mishra | #Shorts

Dr Shilpa Mishra8 April 20220:434.0K viewsOdia

About this short

ଅଧିକାଂଶ ମହିଳାଙ୍କର ଯୋନି କୁଣ୍ଡାଇ ହେବା, ଲାଲ୍‌ ପଡ଼ିଯିବା, ଧଳାସ୍ରାବ, ଦୁର୍ଗନ୍ଧଯୁକ୍ତ ସ୍ରାବ ଓ ପରିସ୍ରା ପୋଡ଼ା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହି ସମସ୍ତ ସମସ୍ୟା ସଂକ୍ରମଣ ହେତୁ ହୋଇଥାଏ। ତେବେ ଏଭଳି ସମସ୍ୟାର ନିରାକରଣ ପାଇଁ କ’ଣ କ’ଣ ଟିପ୍ସ ଦେଉଛନ୍ତି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ର, ଆସନ୍ତୁ ଜାଣିବା। Most women experience problems such as vaginal discharge, redness, white discharge, foul-smelling discharge, and urinary incontinence. All of these problems are caused by infections. So, let’s know more from Dr Shilpa Mishra, an Obstetrician & Gynaecologist,