Short
ଡାଏବେଟିସ୍ ରୋଗୀ କୋଭିଡ୍ ଟିକା ନେଇପାରିବେ କି?। Vaccine Fact Check – Dr Srikant Kumar Dhar
About this short
ଡାଏବେଟିସ୍ ରୋଗୀମାନେ କୋଭିଡ୍ ଭ୍ୟାକ୍ସିନ୍ ନେଇପାରିବେ କି? ଏନେଇ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି, ଜାଣନ୍ତୁ। Rumors about COVID Vaccine continue to float around. Can diabetic patients take COVID vaccine? Let us know from Dr Srikant Kumar Dhar, a Medicine Specialist.