Short

ଦୋ’ମୁହାଁ କେଶ ସମସ୍ୟା? | Split Ends: How to Get Rid of it? in Odia | Dr Diptiranjani Bisoyi

Dr Diptiranjani Bisoyi21 November 20220:343.3K viewsOdia

About this short

ସାଧାରଣତଃ କେଶ ଶୁଷ୍କ ବା ରୁକ୍ଷ ହୋଇଗଲେ, କେଶରୁ ତୈଳିୟ ଅଂଶ କମିଗଲେ କେଶ ଦୋ’ମୁହାଁ ହୋଇଥାଏ। କେଶ ଦୋ’ମୁହାଁ ହୋଇଗଲେ ଏହା କେଶର ସୁନ୍ଦରତାକୁ ନଷ୍ଟ କରିଥାଏ। ଆସନ୍ତୁ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଦିପ୍ତୀରଞ୍ଜନୀ ବିଶୋଈଙ୍କଠାରୁ ଏନେଇ ଅଧିକ ଜାଣିବା। Split ends are a sign of unhealthy hair. Generally, when the hair becomes dry or rough, the oily part of the hair is reduced, and then Split End problem occurs. How to prevent Split Ends? Let's know more from Dr Diptiranjani Bisoyi, a Dermatologist.