Short
ପାଦ ଫାଟୁଥିଲେ କ’ଣ କରିବେ? | How to Heal Cracked Heels? in Odia | Dr Kishan Agarwal | #Shorts
About this short
ଶୀତଦିନ ଆସିଲେ ଅଧିକାଂଶ ଲୋକଙ୍କର ଗୋଇଠି ଫଟାକୁ ନେଇ ଅଧିକ ଅଭିଯୋଗ ଥାଏ। ତେବେ ଏଭଳି ସମସ୍ୟାରୁ କିଭଳି ମୁକ୍ତି ପାଇବେ? ଆସନ୍ତୁ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକଙ୍କଠାରୁ ଅଧିକ ଜାଣିବା। Cracked heels occur when the skin loses its moisture, causing it to dry out and crack. So how do you heal cracked heels? What causes cracks in your heels? Let's find out more from Dr Kishan Agarwal, a Dermatologist.