Short
ପିଲାଙ୍କ ବିକାଶ ପାଇଁ ୩ଟି ଟିପ୍ସ | Dr Pradeep Kumar Dey | #Shorts
About this short
ପିଲାଙ୍କ ବୃଦ୍ଧି ଏବଂ ବିକାଶ ପାଇଁ କେବଳ ଖାଦ୍ୟ ନୁହେଁ, ବ୍ୟାୟମ, ଖେଳକୁଦ ଏବଂ ଠିକ ସମୟରେ ନିଦ୍ରାର ଆବଶ୍ୟକତା ରହିଛି। ଛୋଟ ବେଳେ ପିଲାଙ୍କର ଉପଯୁକ୍ତ ବିକାଶ ନହେଲେ ତାଙ୍କୁ ପରବର୍ତ୍ତୀ ସମୟରେ ବହୁ ପ୍ରକାରର ରୋଗର ସାମ୍ନା କରିବାକୁ ପଡ଼ିପାରେ। ତେଣୁ, ପିଲାଙ୍କ ଉପଯୁକ୍ତ ବିକାଶ ପାଇଁ କ’ଣ କରିବା ଆବଶ୍ୟକ, ଆସନ୍ତୁ ଜାଣିବା ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ’ଙ୍କ ଠାରୁ। The early years of a child’s life are very important for his or her health and development. Healthy development means that children of all abilities, including those with special health care needs, are able to grow up where their social, emotional, and educational needs are met. So, what should be the perfect diet plan for your child? Let's find out from Dr Pradeep Kumar Dey, a Paediatrician.