Short

ସୁସ୍ଥ ଶରୀର ପାଇଁ କେତେ ପୋଷଣ ଦରକାର? | Nutrition for a Healthy Body | Dr Mousumi Mishra | #Shorts

Dr Mousumi Mishra14 September 20220:496.8K viewsOdia

About this short

ସୁସ୍ଥ ଶରୀର ପାଇଁ ସଠିକ କ୍ୟାଲୋରିର ପୋଷଣ ଦରକାର ହୋଇଥାଏ। ପ୍ରତ୍ୟେକ ବୟସର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ କ୍ୟାଲୋରିର ପୋଷଣ ଆବଶ୍ୟକ ହୋଇଥାଏ। ଆସନ୍ତୁ ଡାଏଟିସିଆନ୍‌ ମୌସୁମୀ ମିଶ୍ରଙ୍କଠାରୁ ଏନେଇ ଅଧିକ ଜାଣିବା। A healthy body requires proper calorie nutrition. People of every age need different calorie nutrition. What is the best nutrition for your body? Let us find out more from Dr Mousumi Mishra, a Nutritionist.