Short
ଅର୍ଶ ସର୍ଜରୀ ପରେ କ’ଣ ଖାଇବେ? | Dr Biswajit Mohapatra | #Shorts
About this short
ଅର୍ଶ ହେଉଛି ମଳାଶୟ ଓ ମଳଦ୍ୱାରଜନିତ ରୋଗ। କେତେକ ବ୍ୟକ୍ତିଙ୍କର ମଳତ୍ୟାଗ ସମୟରେ ବା ପରେ ମଳଦ୍ୱାରରୁ ରକ୍ତ ନିର୍ଗତ ହୋଇଥାଏ। ଏହା ସହିତ ମଳତ୍ୟାଗ ସମୟରେ ପ୍ରବଳ କଷ୍ଟ ମଧ୍ୟ ହୁଏ। ଏହା ଅର୍ଶର ଲକ୍ଷଣ ହୋଇପାରେ। ତେବେ, ଅର୍ଶ ସର୍ଜରି ପରେ ଖାଦ୍ୟପେୟ କେମିତି ହେବା ଆବଶ୍ୟକ, ସେ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଲାପାରୋସ୍କୋପିକ୍ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର, ଆସନ୍ତୁ ଜାଣିବା। Haemorrhoids or Piles are a common problem. These swollen veins inside the rectum or outside the anus can cause pain, anal itching, and rectal bleeding. Let's find out what to eat and what not to do after Piles surgery from Dr Biswajit Mohapatra, a Laparoscopic Surgeon.