Short

କାହାକୁ ଫିଟ୍ସ ମାରିଲେ କ'ଣ କରିବେ? | Dr Soumyadarshan Nayak | #Shorts

Dr Soumyadarshan Nayak9 April 20220:582.8K viewsOdia

About this short

ମୂର୍ଚ୍ଛାରୋଗ ବା ଫିଟ୍ସ ମାରିବା ଏକ ମସ୍ତିଷ୍କଜନିତ ରୋଗ। ଏହାର ସଫଳ ଚିକିତ୍ସା ରହିଛି। ଆମ ମସ୍ତିଷ୍କର କୋଷିକାଗୁଡ଼ିକ ଏକ ପ୍ରକାରର ଇଲେକ୍ଟ୍ରିକ୍ କରେଣ୍ଟ ଜରିଆରେ କାମ କରନ୍ତି। ଏହି କରେଣ୍ଟ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ମସ୍ତିଷ୍କରେ ଏକ ପ୍ରକାରର ଝଡ଼ ସୃଷ୍ଟି ହୁଏ। ଫଳରେ ବ୍ୟକ୍ତିଜଣକ ଥରି ଥରି ତଳେ ପଡ଼ିଯାଏ। ତେବେ ଆଖି ଆଗରେ କାହାକୁ ଫିଟ୍ସ ମାରିଲେ କେମିତି ଦେବେ ପ୍ରାଥମିକ ଚିକିତ୍ସା? ଏନେଇ କହିଛନ୍ତି ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୌମ୍ୟଦର୍ଶନ ନାୟକ। Fits is a neurological disorder. The cells in our brain work through a kind of electric current. When this current goes out of control, it creates a storm in the brain. As a result, the individual trembles and falls to the ground. This recurrence is called Fits (Epilepsy). Let's find out more from Dr Soumyadarshan Nayak, a Neurologist.