Short
କ’ଣ ଖାଇବେ ନାହିଁ ଡାଏବେଟିସ୍ ରୋଗୀ? | Foods to Avoid with Diabetes | Swati Mohanty
About this short
ବର୍ତ୍ତମାନ ସମୟରେ ଡାଏବେଟିସ୍ ଏକ ଜଟିଳ ସମସ୍ୟା। ଭାରତରେ ପ୍ରତି ୬ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଡାଏବେଟିସ୍ ରୋଗରେ ପୀଡ଼ିତ ହେଉଛନ୍ତି। ଡାଏବେଟିସ୍ ରୋଗୀ କ’ଣ ଖାଇବେ ନାହିଁ? ଆସନ୍ତୁ ଜାଣିବା ଡାଏଟିସିଆନ୍ ସ୍ୱାତୀ ମହାନ୍ତିଙ୍କଠାରୁ। Diabetes is a serious problem nowadays. One in six people in India suffer from Diabetes. Which foods to avoid with Diabetes? Let’s know more from Swati Mohanty, a Dietician.