Short
ସ୍ତନ୍ୟପାନ କରାଉଥିବା ମହିଳା COVID-19 ଟିକା ନେଇପାରିବେ କି? Odia Vaccine Fact Check – Dr Alakta Das
About this short
କୋଭିଡ୍ ଟିକାକୁ ନେଇ ଏବେ ବି ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଅନେକ ଗୁଜବ ତଥା ଅପପ୍ରଚାର ମଧ୍ୟ ଦେଖିବାକୁ ମିଳୁଛି। ତେବେ ସ୍ତନ୍ୟପାନ କରାଉଥିବା ମହିଳା କୋଭିଡ୍ ଟିକା ନେବେ ନା ନାହିଁ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସ କ’ଣ ପରାମର୍ଶ ଦେଉଛନ୍ତି, ଜାଣନ୍ତୁ। There are still a lot of questions about the COVID vaccine in people's minds. So Can breastfeeding mothers take COVID vaccine or not? Find out more from Dr Alakta Das, a Gynaecologist.