Short

ସବୁ ମଧୁମେହ ରୋଗୀଙ୍କୁ ଇନସୁଲିନ୍ ଦରକାର କି? | Prof Dr Srikant Kumar Dhar | #Shorts

Dr Srikant Kumar Dhar7 September 20220:393.9K viewsOdia

About this short

ଡାଏବେଟିସ୍ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଡାଏବେଟିସ୍ ଯୋଗୁଁ ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ମଧ୍ୟ ହୋଇପାରେ। ତେବେ ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରି ହେବନି ସିନା ହେଲେ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ରକ୍ଷା ପାଇ ପାରିବା। ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଡାଏବେଟିସର କାରଣ, ଲକ୍ଷଣ, ପରୀକ୍ଷଣ ଏବଂ ଚିକିତ୍ସା ବିଷୟରେ ସବିଶେଷ ତଥ୍ୟ ଜାଣିବା। Diabetes can make you susceptible to other health problems such as high blood pressure and heart attacks. Although it is not a curable disease, it can be controlled to prevent comorbidities. Let's learn more about the causes, symptoms, tests, and treatments of diabetes from Prof Dr Srikant Kumar Dhar, a Medicine Specialist.