Short
ଗଲ୍ବ୍ଲାଡର୍ ଅପରେସନ୍ ପରେ କୋଭିଡ୍ ଟିକା ନେଇ ହେବ କି?। Odia Vaccine Fact Check - Dr Lalatendu Mahapatra
About this short
କୋଭିଡ୍ ଟିକାକରଣକୁ ନେଇ ଏବେବି ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ଯେପରିକି କୌଣସି ସର୍ଜରି ହୋଇଥିଲେ କୋଭିଡ୍ ଟିକା ନେଇ ହେବ କି? ଯଥା ଗଲବ୍ଲାଡରରେ ଷ୍ଟୋନ୍ ବା ପିତ୍ତକୋଷରେ ପଥରର ଅପରେସନ୍ ହୋଇଥିଲେ କୋଭିଡ୍ ଟିକା ନେଇ ହେବ କି? ଏନେଇ ବିଶିଷ୍ଟ ଲାପ୍ରୋସ୍କୋପି ଏବଂ ବାରିଆଟିକ୍ ସର୍ଜନ ଡାକ୍ତର ଲଲାତେନ୍ଦୁ ମହାପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Various questions still remain in people's minds about the COVID-19 vaccine. Can anyone take COVID vaccine after surgery? For example, if any gallbladder stone operation or gallbladder surgery is done, can they take vaccine after that? Let's find out what Dr Lalatendu Mahapatra, a laparoscopic and bariatric surgeon, has to say.