ଯୁବପିଢ଼ିଙ୍କ ପାଇଁ ବିପଦ ଇଣ୍ଟରନେଟ୍‌ ନିଶା

0
https://youtu.be/jsw-5SKP8uY ଆଜିକାଲି ସବୁ ବୟସର ଲୋକ ଇଣ୍ଟରନେଟ୍‌ ନିଶାର ଶିକାର ହେଉଛନ୍ତି। ଫଳରେ ଏହା ତାଙ୍କର ସାମାଜିକ ଓ ପାରିବାରିକ ଜୀବନ ଉପରେ ପ୍ରଭାବ ପକାଉଛି। ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌ ନିଶା କାହିଁକି ବଢ଼ୁଛି? ଏଥିରୁ ମୁକୁଳିବେ କିପରି? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ’...

କୋଭିଡ୍‌ ସମୟରେ ମାନସିକ ଚାପ – କେମିତି ମୁକୁଳିବେ?

0
https://youtu.be/RJRgyTfti3s କୋଭିଡ୍‌ ଯୋଗୁଁ ଅନେକ ଲୋକଙ୍କର ମାନସିକ ଚାପ ବଢ଼ୁଛି? ଏହି ଚାପରୁ କିପରି ବାହାରିବେ? ଏଭଳି ପରିସ୍ଥିତିର କିଭଳି ମୁକାବିଲା କରିବା? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ। ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ମାନସିକ ସ୍ଥିତିଛୋଟ ପିଲାଙ୍କୁ କିଭଳି ବୁଝାଇବେଅନିଶ୍ଚିତ ଭବିଷ୍ୟତ...
stress

ଚାପମୁକ୍ତ ରହିବେ କେମିତି?

0
ବିଭିନ୍ନ କାରଣ ଯୋଗୁଁ ଲୋକେ ମାନସିକ ଚାପରେ ରହିଥାଆନ୍ତି, ଯାହା ତାଙ୍କର ଜୀବନଚର୍ଯାକୁ ପ୍ରଭାବିତ କରିଥାଏ। ତେବେ ଏହି ମାନସିକ ଚାପରୁ ନିଜକୁ ଦୂରେଇ ରଖିବେ କିପରି? ଜାଣନ୍ତୁ। ପ୍ରତିଦିନ ଘଣ୍ଟେ କିମ୍ବା ଦେଢ଼ ଘଣ୍ଟା ନିଜ ପାଇଁ ସମୟ ବାହାର କରନ୍ତୁ। ସେହି ସମୟରେ ଘରେ ଯୋଗ,...

ଛୋଟ ଛୋଟ କଥା ଭୁଲିଯାଉଛନ୍ତି କି?

0
https://youtu.be/zwdZN8j45kA ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କଠାରୁ ଡିମେନସିଆ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା।   ଡିମେନସିଆ ରୋଗ କ’ଣ?ଡିମେନସିଆ କେତେ ପ୍ରକାରରଡିମେନସିଆ ରୋଗର କାରଣ କ’ଣ?ଡିମେନସିଆ ରୋଗର ଲକ୍ଷଣଡିମେନସିଆ ରୋଗର ପରୀକ୍ଷଣଡିମେନସିଆ ରୋଗର ଚିକିତ୍ସାଡିମେନସିଆ ରୋଗକୁ ରୋକି ପାରିବା କି?ଡାକ୍ତରଙ୍କ ପରାମର୍ଶ ସାରା...

ମାନସିକ ରୋଗୀ କୋଭିଡ୍ ଟିକା ନେଇପାରିବେ କି?

0
ଅଧିକ ପଢ଼ନ୍ତୁ: ଖାଆନ୍ତୁ ଏହି ଖାଦ୍ୟ – ମଜଭୁତ ହେବ ରୋଗ ପ୍ରତିରୋଧକ ଶକ୍ତି କୋଭିଡ୍ ସମୟରେ ଲୋକମାନଙ୍କ ମନରେ ବିଭିନ୍ନ ଦିଗକୁ ନେଇ ଭୟ ସୃଷ୍ଟି ହେଉଛି। ଏହାର ଶିକାର ହୋଇ ଲୋକମାନେ ଅସାମାଜିକ କାର୍ଯ୍ୟକଳାପ ଘଟାଇବା ସହିତ ନିଜକୁ ମଧ୍ୟ କ୍ଷତି ପହଞ୍ଚାଇଥାନ୍ତି। ତେଣୁ ଏହି...

ଏକଲାପଣ – କେମିତି କରିବେ ଦୂର?

0
https://youtu.be/3MJF4-v6mnM ଏମ୍‌ପ୍ଟି ନେଷ୍ଟ୍‌ ସିଣ୍ଡ୍ରୋମ୍‌ କ’ଣ? ଏହାର କାରଣ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ମନୋଜ କୁମାର ପରିଡ଼ାଙ୍କଠାରୁ ଅଧିକ ଜାଣନ୍ତୁ। ଏକଲାପଣ ବା ଏମ୍ଟି ନେଷ୍ଟ ସିଣ୍ଡ୍ରୋମ୍ କ’ଣ?ଏକଲାପଣର କାରଣଏକଲାପଣର ଲକ୍ଷଣ କ’ଣ?ଏକଲାପଣକୁ ଦୂର କରିବେ କିପରି?ଏକଲାପଣର ଜଟିଳତା ଏକଲାପଣ ବା ଏମ୍ଟି ନେଷ୍ଟ ସିଣ୍ଡ୍ରୋମ୍ କ’ଣ? (What...

କରୋନା ଦ୍ୱିତୀୟ ଲହରରେ ମାନସିକ ଅବସ୍ଥା

0
ଡାକ୍ତର ସତ୍ୟକାମ ମହାପାତ୍ର ଆମ ସମସ୍ତଙ୍କ ପାଇଁ ପୁଣି ଥରେ ଏକ କଠିନ ଲଢ଼େଇର ସମୟ ଆସିଛି। ଏହି ଲଢ଼େଇ ଆମେ ଗତ ଏକ ବର୍ଷ ହେଲା ଲଢ଼ି ଆସୁଥିଲୁ। ନିଜର ପୂର୍ବ ଅଭିଜ୍ଞତାକୁ ନେଇ ଆମକୁ ଆହୁରି ମଜଭୁତ ହୋଇ କରୋନା ବିରୋଧରେ ଏହି ଲଢ଼େଇ ଜାରି...

କରୋନା ସମୟରେ ମାନସିକ ସୁସ୍ଥତା

0
କୋଭିଡ୍‌ ଜନିତ ଭୟ ସମସ୍ତଙ୍କର ମାନସିକ ଚାପକୁ ବଢ଼ାଇ ଦେଇଛି। ଫଳରେ ଅବସାଦ, ଉଦ୍‌ବେଗ, ନିଦ୍ରାହୀନତା ଭଳି ମାନସିକ ଅସୁସ୍ଥତା ଦେଖାଦେଉଛି। ତେଣୁ କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିଭଳି ନେବେ ଜାଣିରଖନ୍ତୁ। ସାରା ବିଶ୍ୱରେ ଏବେ ଦେଖିବାକୁ ମିଳୁଛି କରୋନାର କରାଳ ରୂପ। କେଉଁଠି...

ବାରମ୍ବାର ଛାନିଆ ଲାଗୁଛି କି?

0
https://youtu.be/-wvRNrsTLuI ବାରମ୍ବାର ଛାନିଆ ଲାଗିବା ଏକ ପ୍ରକାରର ମାନସିକ ସମସ୍ୟା। କେମିତି ଏହି ସମସ୍ୟାରୁ ରକ୍ଷା ପାଇବା? ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଆସନ୍ତୁ ଜାଣିବା। ମାନସିକ ଛାନିଆ ରୋଗ କ’ଣ?ଛାନିଆ ରୋଗର ଲକ୍ଷଣଛାନିଆ ରୋଗର କାରଣଛାନିଆ ରୋଗକୁ ଚିହ୍ନଟ କରିବେ କେମିତି?ଛାନିଆ ରୋଗର ଚିକିତ୍ସାଛାନିଆରୁ...

କୋଭିଡ୍‌ ବେଳେ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ

0
କରୋନା ସମୟରେ ସମସ୍ତେ ଚାପଗ୍ରସ୍ତ କାହିଁକି ନା ମହାମାରୀର ରୂପ ଭୟଙ୍କର ହେଉଛି। ତେଣୁ କେବେବି ଏଭଳି ପରିସ୍ଥିତି ସାମ୍ନା କରିନଥିବା ଯୁବପିଢ଼ି ଚାପଗ୍ରସ୍ତ ହେବା ସ୍ୱାଭାବିକ କଥା।  ସ୍କୁଲରେ ସାଙ୍ଗସାଥୀଙ୍କ ସହ ପାଠପଢ଼ିବା ହେଉ କି ଖାଇବା ଛୁଟିରେ ସାଙ୍ଗସାଥୀଙ୍କ ସହ ଆଇସ୍‌କ୍ରିମ୍‌ ଖାଇବା ହେଉ ଏଭଳି...
error: Content is protected !!