ପିରିୟଡ୍ସକୁ ନେଇ ଥିବା ସଙ୍କୋଚ ମନୋଭାବ ଦୂର ହେବା ଆବଶ୍ୟକ – ସ୍ନେହ ମିଶ୍ର
ସ୍ୱାସ୍ଥ୍ୟପ୍ଲସ୍ ବ୍ୟୁରୋ
https://youtu.be/qABH6DDUSHU
ପ୍ରତିବର୍ଷ ମେ’୨୮ରେ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ଏହି ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ଏହି ଦିବସ ପାଳନ ହେଉଛି।
‘‘ଝିଅମାନଙ୍କର ୠତୁସ୍ରାବକୁ ନେଇ ସମସ୍ତଙ୍କ ପାଖରେ ସଂକୁଚିତ ମନୋଭାବ ରହିଛି। ଏବେ ବି ଯେତେବେଳେ...
ଋତୁସ୍ରାବକୁ ନେଇ ସଙ୍କୋଚ ନୁହେଁ ଆଲୋଚନା କରନ୍ତୁ – ଶିପ୍ରା ସକ୍ସେନା
https://youtu.be/QZ4Xhsih1e4
କେତେ ନୂଆ ବାଟ ଅଭିଯାନରେ ସାମିଲ ହୋଇ ଋତୁସ୍ରାବ ପରିଚ୍ଛନତା ବିଷୟରେ ସଚେତନତାର ବାର୍ତ୍ତା ଦେଇଛନ୍ତି ୟୁନିସେଫ୍ ଓଡ଼ିଶାର ଓ୍ଵାସ୍ ସ୍ପେଶିଆଲିଷ୍ଟ ଶିପ୍ରା ସକ୍ସେନା।
‘‘ଋତୁଚକ୍ର – ନାରୀମାନଙ୍କ ଶରୀରରେ ପ୍ରତି ମାସରେ ଘଟୁଥିବା ଏକ ପ୍ରାକୃତିକ ଘଟଣା। କିନ୍ତୁ, ଏବେ ବି ଋତୁସ୍ରାବକୁ ନେଇ ଲୋକେ ଆଲୋଚନା...
କୋଭିଡ୍ ସଂକ୍ରମିତ ଗର୍ଭବତୀ ମହିଳା ହୋମ୍ ଆଇସୋଲେସନ୍ରେ କିପରି ରହିବେ? ଜାଣନ୍ତୁ
ଡାକ୍ତର ଇନ୍ଦିରା ପାଳ
ଯଦି କୌଣସି ଗର୍ଭବତୀ ମହିଳାଙ୍କର ଲକ୍ଷଣ ନ ଥାଇ ମଧ୍ୟ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରେ କିମ୍ବା ଯେଉଁମାନଙ୍କଠାରେ କୋଭିଡ୍ର ସ୍ୱଳ୍ପ ଲକ୍ଷଣ ଦେଖାଯାଏ, ସେମାନଙ୍କୁ ଘରେ ପୃଥକ ବାସରେ ରଖି ଚିକିତ୍ସା କରାଯାଇପାରିବ। ସାମାନ୍ୟ ଜ୍ୱର, ଥଣ୍ଡା, କାଶ ସହିତ ଯଦି ପ୍ରତି...
ଗର୍ଭାବସ୍ଥାରେ ମହିଳାମାନେ କ’ଣ ଖାଇବେ? ଜାଣନ୍ତୁ
ମା’ ସୁସ୍ଥ ହେଲେ ଶିଶୁ ହେବ ସୁସ୍ଥ। ତେଣୁ, ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତ୍ୟେକ ମହିଳାଙ୍କର ଅଧିକାର।
ମା’ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ଗର୍ଭସ୍ଥ ଶିଶୁକୁ ଉପଯୁକ୍ତ ପୋଷଣ ମିଳିଥାଏ। ତେଣୁ, ସଠିକ୍ ପୋଷଣ ନେବା ନିହାତି ଜରୁରୀ। ତେବେ, ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କେଉଁ ଭଳି ଖାଦ୍ୟ...
ପ୍ରସବ ପରେ ମହିଳାମାନେ ନିଜର ଯତ୍ନ କିପରି ନେବେ?
https://youtu.be/cv-5QZ8_KQU
ପ୍ରସବ ପରେ ମହିଳାମାନେ ନିଜର ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସଙ୍କ ପରାମର୍ଶ ଜାଣନ୍ତୁ।
ପ୍ରସବ ପରେ ସ୍ୱାସ୍ଥ୍ୟ ସମସ୍ୟାପ୍ରସବ ପରେ ମା’ମାନେ କିପରି ନେବେ ନିଜର ଯତ୍ନ?ପ୍ରସବ ପରେ କ’ଣ ଖାଇବେ ନାହିଁ?ମା’ର କ୍ଷୀର ନ...
ହ୍ୱାଇଟ୍ ଡିସ୍ଚାର୍ଜ ହେଉଛି କି?
https://youtu.be/spwkKoZBMmg
କେତେବେଳେ ଜାଣିବେ ଧଳାସ୍ରାବ ଅସାଧାରଣ? ଦୁର୍ଗନ୍ଧଯୁକ୍ତ ହ୍ୱାଇଟ୍ ଡିସ୍ଚାର୍ଜକୁ ରୋକିବେ କିପରି? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲ୍କତା ଦାସ କ’ଣ କହୁଛନ୍ତି, ଜାଣନ୍ତୁ।
ହ୍ୱାଇଟ୍ ଡିସ୍ଚାର୍ଜ ବା ଲ୍ୟୁକୋରିଆ ଏକ ସାଧାରଣ ସମସ୍ୟା। ପ୍ରତ୍ୟେକ ମହିଳାଙ୍କର ଧଳାସ୍ରାବ ହେବା ଏକ ସାଧାରଣ...
ଏଣିକି ଗର୍ଭବତୀ ମହିଳା ବି ନେଇପାରିବେ କୋଭିଡ୍ ଟିକା
ଏଣିକି ଗର୍ଭବତୀ ମହିଳାମାନେ କୋଭିଡ୍ ଟିକା ନେଇପାରିବେ। ବିଭିନ୍ନ ପରୀକ୍ଷା ଓ ତର୍ଜମା କରାଯିବା ପରେ ଗର୍ଭବତୀଙ୍କୁ ଟିକା ଦେବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।
ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ ପଞ୍ଜୀକରଣ ଯୋଗେ...
ପିରିୟଡ୍ସ ବେଳେ ଅତ୍ୟଧିକ ପେଟ ଯନ୍ତ୍ରଣା ହୋଇପାରେ ଏଣ୍ଡୋମେଟ୍ରିଓସିସ୍
https://youtu.be/4-6clu2HX-Q
ଏଣ୍ଡୋମେଟ୍ରିଓସିସ୍ କ’ଣ? ମହିଳାଙ୍କଠାରେ ଏହା ହେବାର କାରଣ କ’ଣ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏଣ୍ଡୋମେଟ୍ରିଓସିସ୍ର କାରଣଏଣ୍ଡୋମେଟ୍ରିଓସିସ୍ର ଲକ୍ଷଣଏଣ୍ଡୋମେଟ୍ରିଓସିସ୍କୁ ଚିହ୍ନିବା ପାଇଁ ପରୀକ୍ଷାଏଣ୍ଡୋମେଟ୍ରିଓସିସ୍ର ଚିକିତ୍ସାଏଣ୍ଡୋମେଟ୍ରିଓସିସ୍ ଚିକିତ୍ସା ପରେ ପିଲାଛୁଆ ହେବାରେ ସମସ୍ୟାଡାକ୍ତରଙ୍କ ପରାମର୍ଶ
ଗର୍ଭାଶୟର...
ପ୍ରସବ ପରେ ମହିଳାମାନେ କ’ଣ ଖାଇବେ?
ପ୍ରସବ ପରେ ମା’ର ସ୍ୱାସ୍ଥ୍ୟ ସୁରକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ। କାରଣ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ତଥା ଯନ୍ତ୍ରଣା ଯୋଗୁଁ ସେମାନଙ୍କର ଶରୀରର ସନ୍ତୁଳନ ବିଗିଡ଼ିଯାଏ। ଏଭଳି କ୍ଷେତ୍ରରେ ସେମାନେ ନିଜର ଧ୍ୟାନ ଦେବା ଜରୁରୀ।
ପ୍ରସବ ପରେ ମା’ମାନଙ୍କର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯିବା...
ପିରିୟଡ୍ସ ବେଳେ ଅତ୍ୟଧିକ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?
ପିରିୟଡ୍ସ ସମୟରେ ପ୍ରତ୍ୟେକ ମହିଳା କିଛି ନା କିଛି ଯନ୍ତ୍ରଣା ଦେଇକି ଗତି କରନ୍ତି। ଯେପରିକି କେତେକ ମହିଳାଙ୍କର ପିରିୟଡ୍ସ ବେଳେ ପେଟ ବ୍ୟଥା, ଗୋଡ଼ ହାତ ବିନ୍ଧା ଛିଟିକା ଭଳି ସମସ୍ୟା ହୋଇଥାଏ। ବେଳେବେଳେ କେତେକ ମହିଳା ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପେନ୍...