ପ୍ରସବ ପରେ କେଉଁଭଳି ଖାଦ୍ୟ ଖାଇବେ?

0
ପ୍ରସବ ପରେ ମା’ମାନଙ୍କର ସମସ୍ତ ଧ୍ୟାନ ସେମାନଙ୍କ ଶିଶୁ ଉପରେ ରହିଥାଏ। ହେଲେ ପ୍ରସବ ପରେ ମା’ମାନେ ତାଙ୍କ ଶିଶୁ ସମେତ ନିଜର ଖାଦ୍ୟପେୟ ଉପରେ ବେଶି ଧ୍ୟାନ ଦେବା ଆବଶ୍ୟକ। ପ୍ରସବ ପରେ ଶରୀରକୁ ଶକ୍ତି ଯୋଗାଇବା ପାଇଁ ଏବଂ କ୍ଷୀର ହେବା ପାଇଁ କେଉଁ...

ଗର୍ଭାବସ୍ଥାରେ କେଉଁଭଳି ଖାଦ୍ୟ ଖାଇବେ?

0
ମା’ ସୁସ୍ଥ ହେଲେ ଶିଶୁ ହେବ ସୁସ୍ଥ। ତେଣୁ, ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତ୍ୟେକ ମହିଳାଙ୍କର ଅଧିକାର। ମା’ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ଗର୍ଭସ୍ଥ ଶିଶୁକୁ ଉପଯୁକ୍ତ ପୋଷଣ ମିଳିଥାଏ। ତେଣୁ, ସଠିକ୍‌ ପୋଷଣ ନେବା ନିହାତି ଜରୁରୀ। ତେବେ, ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କେଉଁ ଭଳି ଖାଦ୍ୟ...

କେମିତି କରିବେ ଗର୍ଭାବସ୍ଥାରେ ମୋଟାପଣକୁ ନିୟନ୍ତ୍ରଣ?

0
https://www.youtube.com/watch?v=fuFYoVVfRX8&t=35s ଗର୍ଭାବସ୍ଥାରେ ଅତ୍ୟଧିକ ମୋଟାପଣକୁ ନିୟନ୍ତ୍ରଣ କେମିତି କରିବେ? ସେନେଇ ଜାଣନ୍ତୁ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କ ପରାମର୍ଶ। ଗର୍ଭାବସ୍ଥାରେ ଓଜନ ବଢ଼ିବାର କାରଣଗର୍ଭବତୀ ମହିଳାଙ୍କ ପାଇଁ ଖାଦ୍ୟମେଦବହୁଳତା ଯୋଗୁଁ ଗର୍ଭଧାରଣରେ ସମସ୍ୟାଗର୍ଭବତୀ ମହିଳାଙ୍କ ପାଇଁ ବ୍ୟାୟାମ ଜରୁରୀ ଗର୍ଭାବସ୍ଥାରେ ଖାଇବାକୁ ନେଇ ଭୁଲ ଧାରଣା ଗର୍ଭାବସ୍ଥାରେ ମେଦବହୁତଳା ସବୁଠାରୁ ବଡ଼ ସମସ୍ୟା। ଯଦି ବଡି ମାସ୍‌ ଇଣ୍ଡେକ୍ସ ୨୫ରୁ ବେଶି ହୁଏ, ତେବେ ତାକୁ...
error: Content is protected !!