ଡାଳିମ୍ବ – ଜାଣନ୍ତୁ ଏହାର ଫାଇଦା ବିଷୟରେ

0
ଡାଳିମ୍ବରେ ଭିଟାମିନ-ଏ, ସି, ଇ, ଫୋଲିକ ଏସିଡ୍‌, ଆଇରନ୍‌, ଆଣ୍ଟି ଇନ୍‌ଫ୍ଲାମେଟୋରି ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। ତେଣୁ ଡାଳିମ୍ବ ଖାଇଲେ ଏହା ଶରୀର ପାଇଁ ବେଶ୍ ଉପକାରୀ ସାମ୍ୟସ୍ତ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡା, ସର୍ଦିରୁ ମଧ୍ୟ ରକ୍ଷା...

ବହୁତ ଜରୁରୀ ଖଜୁରି

0
ଖଜୁରିରେ ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇବାରେ ସହାୟକ ହୋଇଥାଏ। ପାଣିରେ ଖଜୁରିକୁ ବତୁରାଇ ନିୟମିତ ସେବନ କରିବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ଖଜୁରିରେ ଫାଇବର ମାତ୍ରା ଅଧିକ ଥାଏ। କୋଷ୍ଠକାଠିନ୍ୟରେ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପଇଡ଼ ପାଣି

0
ଭାରତରେ ପଇଡ଼, ପଇଡ଼ ପାଣି, ନଡ଼ିଆ ବେଶୀ ଲୋକପ୍ରିୟ। ଏଥିରେ ପ୍ରାକୃତିକ ଚିନି ଓ ଇଲେକ୍ଟ୍ରୋଲାଇଟ୍‌ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ପଇଡ଼ ପାଣିରେ ବିଭିନ୍ନ ପ୍ରକାର ଭିଟାମିନ୍ ଏବଂ ମିନେରାଲ୍ସ ଥାଏ, ଯାହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍‌ର ଆବଶ୍ୟକତାକୁ ପୂରଣ କରେ। ଏହା ଶରୀରରେ...

ଦୈନିକ ଖାଆନ୍ତୁ ମୁଠାଏ ଆଲମଣ୍ଡ

0
ଡାଏବେଟିସ୍, ହାଇ ବ୍ଲଡପ୍ରେସର ଓ ହାଇକୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ ଆଲମଣ୍ଡ ଖାଇବା ଖୁବ୍ ଭଲ। ବାଦାମ ଶରୀରରେ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ। ବାଦାମରେ ଥିବା ମ୍ୟାଗ୍ନେସିୟମ୍ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭପ୍ରଦ। ଏହାବ୍ୟତୀତ ଆଲମଣ୍ଡ୍ ମାନସିକ ବିକାଶ, କେଶ ସମସ୍ୟା, ତ୍ୱଚାରେ ଚମକ ଆଣିବାରେ...
mango benefits

ଖରାଦିନେ ଆମ୍ବ ଖାଇବାର ଫାଇଦା

0
ସ୍ୱାଦ ଓ ସ୍ୱାସ୍ଥ୍ୟପ୍ରତି ଉପକାରିତା ଯୋଗୁଁ ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଇଥାଏ। ଏହାକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖାଆନ୍ତି। ଏହା ପୌଷ୍ଟିକ ତତ୍ତ୍ୱରେ ଭରପୂର ହେବା ସହିତ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ। ଆମ୍ବରେ ଫାଇବର, ଭିଟାମିନ୍ ଏ, ସି, ଫୋଲିକ ବି୯,...

ଓଜନକୁ ନେଇ ଚିନ୍ତିତ କି? ପିଅନ୍ତୁ ଜିରୋ କ୍ୟାଲୋରି ଡ୍ରିଙ୍କ୍

0
ସାଧାରଣତଃ ଲୋକେ ଜୁସ୍ ପିଇବାକୁ ଅଧିକ ପସନ୍ଦ କରିଥା’ନ୍ତି। ହେଲେ ଜୁସ୍‌ରେ କ୍ୟାଲୋରିର ମାତ୍ରା ଅଧିକ ଥାଏ। ଫଳରେ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଦିଏ। ଆସନ୍ତୁ, ଜାଣିବା କେତେକ ଜିରୋ କ୍ୟାଲୋରି ଡିଙ୍କ୍‌ସ ବିଷୟରେ, ଯାହା କମ୍ ବା ଜିରୋ କ୍ୟାଲୋରି ଯୁକ୍ତ।  ପଇଡ଼ ପାଣି  ପଇଡ଼ ପାଣି...
error: Content is protected !!