ଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଖାସ୍କରି କର୍ମଜୀବୀ ମହିଳା ଯେଉଁମାନେ ଅଧିକ ସମୟ ବସି ରହି କାର୍ଯ୍ୟ କରୁଛନ୍ତି, ଯେଉଁମାନେ ବାହାରେ କାର୍ଯ୍ୟରତ, ସେମାନେ ନିଜର ଯତ୍ନ କେମିତି ନେବେ? ଗର୍ଭାବସ୍ଥାକୁ ସୁରୁଖୁରୁରେ ପରିଚାଳନା କିପରି କରିବେ? ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲିଶା ନାଏକଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
କର୍ମଜୀବୀ ମହିଳା ନିଜର ଗର୍ଭାବସ୍ଥାର ପ୍ଲାନ୍ କେମିତି କରିବେ? (0:00)
ଗର୍ଭାବସ୍ଥାର ପ୍ରଥମ ତିନି ମାସରେ କେଉଁ ଟେଷ୍ଟ କରିବା ଜରୁରୀ? (3:10)
କର୍ମଜୀବୀ ମହିଳା ଗର୍ଭାବସ୍ଥାରେ ଦୀର୍ଘ ସମୟ ବସି ରହି କାର୍ଯ୍ୟ କରିବା କ୍ଷତିକାରକ କି? (5:17)
ଗର୍ଭାବସ୍ଥାରେ କମ୍ପ୍ୟୁଟର ସ୍କ୍ରିନ୍ ଏବଂ ମୋବାଇଲ୍ ଅଧିକ ବ୍ୟବହାର କରିବା ସୁରକ୍ଷିତ କି? (6:33)
ଗର୍ଭାବସ୍ଥାରେ କର୍ମକ୍ଷେତ୍ରର ଚାପକୁ କିପରି ପରିଚାଳନା କରିବେ? (8:28)
ଗର୍ଭାବସ୍ଥାରେ କର୍ମଜୀବୀ ମହିଳା ନିଜ ଖାଦ୍ୟପ୍ରତି ଧ୍ୟ୍ୟାନ ଦେବା ଜରୁରୀ (10:37)
କାର୍ଯ୍ୟସ୍ଥଳରେ ଷ୍ଟ୍ରେଚିଂ ଏବଂ ମଝିରେ ମଝିରେ ଚାଲିବା କାହିଁକି ଜରୁରୀ? (14:07)
କାମ ଚାପ ଶିଶୁର ବୃଦ୍ଧିକୁ କିପରି ପ୍ରଭାବିତ କରେ? (14:42)
Balancing a career and pregnancy can be both exciting and challenging for working women. With thoughtful planning and proper care, it is possible to maintain good health while continuing professional responsibilities. How should a Working Woman plan her Pregnancy? Let’s learn more from Dr Monalisha Naik, an Obstetrician & Gynaecologist.
In this Video,
How should a Working Woman plan her Pregnancy? in Odia (0:00)
Test during first trimester of Pregnancy, in Odia (3:10)
Is it okay to sit for long hours during Pregnancy? in Odia (5:17)
Is it okay to use computer screen & mobile phone during Pregnancy? in Odia (6:33)
How to manage Stress at the workplace during Pregnancy? in Odia (8:28)
Importance of Diet for working women during Pregnancy, in Odia (10:37)
Importance of Frequent Breaks and Stretching during Pregnancy, in Odia (14:07)
Can work pressure affect baby’s growth? in Odia (14:42)
#PregnancyCare #PregnancyPlanning #OdiaHealthTips
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: https://www.facebook.com/SwasthyaPlusOdia.
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!

