ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମେଦବହୁଳତା ଯୋଗୁଁ ଆମ ଶରୀରରେ ଅନ୍ୟାନ୍ୟ ଦୂରାରୋଗ୍ୟ ରୋଗ ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି। କେମିତି କମାଇବେ ମୋଟାପଣ? ବାରିଆଟ୍ରିକ୍ ସର୍ଜରି ମାଧ୍ୟମରେ କେମିତି ହୁଏ ଚିକିତ୍ସା? ଏନେଇ ବିଶିଷ୍ଟ ସର୍ଜନ ଡାକ୍ତର ଲଲାଟେନ୍ଦୁ ମହାପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଅତ୍ୟଧିକ ଓଜନ ପାଇଁ ସର୍ଜରି (0:00)
କେତେବେଳେ ବାରିଆଟ୍ରିକ୍ ସର୍ଜରି ପାଇଁ ପରାମର୍ଶ କରାଯାଏ? (1:37)
ଓଜନ କେତେ ହୋଇଥିଲେ ବାରିଆଟ୍ରିକ୍ ସର୍ଜରି କରାଯାଏ? (3:02)
ସର୍ଜରି ପରେ ବ୍ୟକ୍ତିଙ୍କ ଓଜନ କେତେ କମିଥାଏ? (3:33)
କେତେବେଳେ ବାରିଆଟ୍ରିକ୍ ସର୍ଜରି କରିବାକୁ ମନା କରାଯାଏ? (4:24)
ସର୍ଜରି ପରେ ସାବଧାନତା (5:25)
ବାରିଆଟ୍ରିକ୍ ସର୍ଜରି ପରେ ପୁଣି ଓଜନ ବଢ଼ିଥାଏ କି? (6:21)
ମୋଟାପଣକୁ ରୋକିବେ କିପରି? (7:19)
Obesity is a condition involving excessive body fat that increases the risk of health problems. Obesity increases the risk of developing various health problems, including diabetes, high blood pressure, heart attack, stroke, cancer, and joint problems. How to reduce Obesity? Let’s learn more from Dr Lalatendu Mahapatra, a Laparoscopic & Bariatric Surgeon.
In this Video,
When is surgery recommended for excessive Weight? in Odia (0:00)
When is Bariatric surgery recommended? in Odia (1:37)
At what BMI is Bariatric surgery typically recommended? in Odia (3:02)
How much Weight does a person lose after Bariatric surgery? in Odia (3:33)
When is a patient not eligible for Bariatric surgery? in Odia (4:24)
Precautions after Bariatric surgery, in Odia (5:25)
Is weight regain possible after Bariatric surgery? in Odia (6:21)
Prevention of Obesity, in Odia (7:19)
#Obesity #BariatricSurgery #OdiaHealthTips
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: https://www.facebook.com/SwasthyaPlusOdia.
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!

