ମେରୁଦଣ୍ଡରେ କୌଣସି ସମସ୍ୟା ହେଲେ ଏହା ସମ୍ପୂର୍ଣ୍ଣ ଶରୀର ଉପରେ ପ୍ରଭାବ ପକାଇଥାଏ। ଅଣ୍ଟା, କାନ୍ଧ ଏବଂ ଗୋଡ଼ରେ ଯନ୍ତ୍ରଣା ହୋଇପାରେ ଯଦି ଆପଣଙ୍କ ମେରୁଦଣ୍ଡରେ କୌଣସି ସମସ୍ୟା ଥାଏ। ଆସନ୍ତୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଏବଂ ସ୍ପାଇନ୍ ସର୍ଜନ ଡାକ୍ତର କାଶିନାଥ ସ୍ୱାଇଁଙ୍କଠାରୁ ଏହାର ଚିକିତ୍ସା ଏବଂ ପ୍ରତିରୋଧ ବିଷୟରେ ଜାଣିବା।
ଏହି ଭିଡିଓରେ ରହିଛି,
ମେରୁଦଣ୍ଡ ଜନିତ କ’ଣ କ’ଣ ସମସ୍ୟା ହୋଇଥାଏ? (0:00)
କାହିଁକି ହୁଏ ମେରୁଦଣ୍ଡ ଜନିତ ସମସ୍ୟା? (1:59)
ମେରୁଦଣ୍ଡରେ ସମସ୍ୟା ହେଲେ ଜାଣିବେ କେମିତି? (3:23)
ମେରୁଦଣ୍ଡରେ ସମସ୍ୟା ହେଲେ ଚିକିତ୍ସା କ’ଣ ରହିଛି? (5:35)
ମେରୁଦଣ୍ଡ ସମସ୍ୟାକୁ ରୋକିବେ କିପରି? (6:46)
If any problem occurs in your spine, it can affect your whole body, because the spine supports your posture and protects the nerves that control every movement and sensation. Spine problems arise when the bones, discs, or nerves in the back become strained, damaged, or inflamed. What are the symptoms of Spine Problems? How to treat Spine Problems? Let’s learn more from Dr Kasinath Swain, an Orthopaedic & Spine Surgeon.
In this Video,
What are the problems related to the Spine? in Odia (0:00)
Causes of Spine Problems, in Odia (1:59)
Symptoms of Spine Problems, in Odia (3:23)
Treatment of Spine Problems, in Odia (5:35)
Prevention of Spine Problems, in Odia (6:46)
#SpineProblem #OdiaHealthTips
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: https://www.facebook.com/SwasthyaPlusOdia.
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!

