କପର-ଟି ବା ଆଇୟୁଡି କ’ଣ? ଏହା କେମିତି ବ୍ୟବହାର କରାଯାଏ? ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୋନିକା ଗୁପ୍ତାଙ୍କଠାରୁ ଏନେଇ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ଆଇୟୁଡି (IUD) ଗର୍ଭନିରୋଧକ କ’ଣ? (0:00)
କେଉଁମାନେ ଆଇୟୁଡି ଗର୍ଭନିରୋଧକ ବ୍ୟବହାର କରିପାରିବେ? (2:50)
କେତେବେଳେ ଆଇୟୁଡି ମନା କରାଯାଏ? (3:36)
ଆଇୟୁଡି ଲଗେଇବାର ପ୍ରକ୍ରିୟା (5:05)
ଆଇୟୁଡି ଲଗାଇବା ପରେ ବି ଗର୍ଭ ରହିପାରେ କି? (5:47)
ଆଇୟୁଡି ଯୋଗୁଁ ସହବାସରେ ସମସ୍ୟା ହୁଏ କି? (6:16)
କେତେ ଦିନ ଯାଏଁ ଆଇୟୁଡି ଲଗାଯାଏ? (6:53)
An Intrauterine Device (IUD) also known as ‘Copper T’ is a tiny, T-shaped contraceptive tool placed inside the uterus to prevent pregnancy. It works for several years and is one of the most effective birth control methods. There are two types of IUD copper IUDs, which prevent sperm movement & hormonal IUDs, which release hormones to block fertilization. Who can use IUD contraception? Let’s learn more from Dr Monica Gupta, a Gynaecologist.
In this Video,
What is IUD? in Odia (0:00)
Who can use IUD contraception? in Odia (2:50)
When should an IUD not be used? in Odia (3:36)
How to insert an IUD? in Odia (5:05)
Can pregnancy occur after IUD insertion? in Odia (5:47)
Does IUD cause problems during intercourse? in Odia (6:16)
How long can an IUD remain in place? in Odia (6:53)
#IUD #Contraception #OdiaHealthTips
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: https://www.facebook.com/SwasthyaPlusOdia.
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!

