#Gout #GoutyArthritis #OdiaHealthTips
ଗାଉଟ୍ ଏକ ପ୍ରକାରର ଗଣ୍ଠିବାତ ରୋଗ। ଶରୀରରେ କେବଳ ୟୁରିକ୍ ଏସିଡର ମାତ୍ରା ବଢ଼ିଗଲେ ଯେ ଗାଉଟ୍ ରୋଗ ହେବ, ତାହା ନୁହେଁ। ଗାଉଟ୍ ରୋଗ ହେବାର ବିଭିନ୍ନ କାରଣ ରହିଛି। ଆସନ୍ତୁ, ରୁମାଟୋଲୋଜିଷ୍ଟ ଡାକ୍ତର ଅଶ୍ଳେଷା ଶୁକ୍ଳା କ’ଣ କହୁଛନ୍ତି, ଜାଣିବା।
ଏହି ଭିଡିଓରେ ରହିଛି,
ଗାଉଟ୍ କ’ଣ? (0:00)
ଗାଉଟ୍ ହେବାର କାରଣ କ’ଣ? (0:47)
ଗାଉଟ୍ ହେଲେ ଶରୀରରେ କ’ଣ ଲକ୍ଷଣ ଦେଖାଦିଏ? (1:19)
ଗାଉଟ୍ର ଚିକିତ୍ସା (2:20)
ଗାଉଟ୍କୁ ରୋକିବେ କିପରି? (3:09)
Gout is a type of arthritis in which uric acid crystals get deposited on the joints. Symptoms include sudden and intense joint pain, swelling, redness, tenderness, limited range of motion, and warmth in the affected area. How to treat Gouty Arthritis? Let’s learn more from Dr Ashlesha Shukla, a Rheumatologist.
In this Video,
What is Gout (Uric Acid Arthritis)? in Odia (0:00)
Causes of Gouty Arthritis, in Odia (0:47)
Symptoms of Gouty Arthritis, in Odia (1:19)
Treatment of Gouty Arthritis, in Odia (2:20)
Prevention of Gouty Arthritis, in Odia (3:09)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: https://www.facebook.com/SwasthyaPlusOdia.
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!

