#FirstTrimester #PregnancyCare #OdiaHealthTips
ଗର୍ଭାବସ୍ଥାର ପ୍ରଥମ ତ୍ରୟମାସ ପ୍ରତ୍ୟେକ ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ। ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁର ଜନ୍ମ ଲାଗି ଜଣେ ମାଆକୁ ଗର୍ଭଧାରଣ ସମୟରେ ନିଜର ସଠିକ୍ ଯତ୍ନ ନେବା ନିହାତି ଦରକାର। ଆସନ୍ତୁ, ଗର୍ଭାବସ୍ଥାର ପ୍ରଥମ ତ୍ରୟମାସରେ ହେଉଥିବା ସମସ୍ୟା ଏବଂ ଏହାର ସମାଧାନ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମ୍ରିନାଳ କାନ୍ତି ଦାଶଙ୍କଠାରୁ, ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ଗର୍ଭାବସ୍ଥାର ପ୍ରଥମ ତ୍ରୟମାସ (0:00)
ପ୍ରଥମ ତ୍ରୟମାସରେ ମିସ୍କ୍ୟାରେଜ୍ ହେବାର ଆଶଙ୍କା ଥାଏ କି? (1:01)
ଗର୍ଭାବସ୍ଥାର ପ୍ରଥମ ତ୍ରୟମାସ – କ’ଣ କରିବେ, କ’ଣ ନାହିଁ? (1:57)
ଗର୍ଭାବସ୍ଥାରେ ଯାତ୍ରା କରିବା ଠିକ୍ କି? (2:58)
ପ୍ରଥମ ତ୍ରୟମାସରେ କ’ଣ ଖାଇବେ? (3:31)
ଗର୍ଭାବସ୍ଥାର ପ୍ରଥମ ତ୍ରୟମାସରେ କ’ଣ କ’ଣ ଟେଷ୍ଟ କରିବା ଦରକାର? (4:33)
ବାନ୍ତି ହେଲେ କ’ଣ କରିବେ? (6:51)
ଗର୍ଭାବସ୍ଥାର ପ୍ରଥମ ତ୍ରୟମାସରେ ଏକ୍ସରସାଇଜ୍ କରିପାରିବେ କି? (8:05)
First Trimester is the first 12 weeks of pregnancy & is a crucial time for Fetal development. During this time, the baby’s major organs and body systems begin to form. Many women experience morning sickness, mood changes or sore breasts. What to do & what not during the First Trimester of Pregnancy? Let’s learn more from Dr Mrinal Kanti Dash, an Obstetrician & Gynecologist.
In this Video,
First Trimester of Pregnancy, in Odia (0:00)
Is there a risk of Miscarriage in the First Trimester? in Odia (1:01)
What to do & what not during the First Trimester of Pregnancy? in Odia (1:57)
Is it okay to travel during the First Trimester of Pregnancy? in Odia (2:58)
What to Eat during the First Trimester of Pregnancy? in Odia (3:31)
Tests during the First Trimester of Pregnancy, in Odia (4:33)
What to do if you are Vomiting during the First Trimester of Pregnancy? in Odia (6:51)
Can you Exercise during the First Trimester of Pregnancy? in Odia (8:05)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: https://www.facebook.com/SwasthyaPlusOdia.
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!