#Menopause #OdiaHealthTips
ମେନୋପଜ୍ ସମୟରେ ମହିଳାଙ୍କର ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଦିଏ, ଯେପରିକି ମୁଡ୍ ସୁଇଙ୍ଗ, ହଟ୍ ଫ୍ଲାସେସ୍। ଏହାଛଡ଼ା ଏହି ସମୟରେ ମହିଳାଙ୍କଠାରେ କ୍ୟାଲ୍ସିୟମ୍ ଅଭାବ ଏବଂ ଅଷ୍ଟିଓପୋରସିସ୍ ବା ହାଡ଼ କ୍ଷୟ ହେବାର ସମସ୍ୟା ହୋଇଥାଏ। ତେଣୁ, ଏହି ସମୟରେ ଡାଏଟ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ, ଜାଣିବା ମେନୋପଜ୍ ସମୟରେ ମହିଳାଙ୍କ ଡାଏଟ୍ ସମ୍ପର୍କରେ – ଡାଏଟିସିଆନ୍ ନିହାରିକା ଦାଶଙ୍କର ଏହି ଭିଡିଓରେ।
ଏହି ଭିଡିଓରେ ରହିଛି,
ମେନୋପଜ୍ ସମୟରେ ମହିଳାଙ୍କ ଡାଏଟ୍ (0:00)
ମନୋପଜ୍ ସମୟରେ ଓଜନ ବୃଦ୍ଧିକୁ କେମିତି କରିବେ ନିୟନ୍ତ୍ରଣ? (2:48)
Menopause is a natural biological process that marks the end of a woman’s menstruation. While it is a normal part of aging, it can bring about certain health issues and changes in the body due to hormonal changes. It is important to pay more attention to diet at this time. What to eat & avoid during Menopause? Let’s know more from Niharika Dash, a Dietician.
In this Video,
Diet during Menopause, in Odia (0:00)
Diet to manage weight during Menopause, in Odia (2:48)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: https://www.facebook.com/SwasthyaPlusOdia.
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!